ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଥିବା ଏକ ହୃଦୟବିଦାରକ ଖବର ସାରା ଦେଶକୁ ଆନ୍ଦୋଳିତ କରିଛି। ଏକ ବହୁତଳ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୧୪ ଜଣ କୋମଳମତି ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ବଡ଼ ଅଘଟଣ ପରେ ଏବେ ଓଡ଼ିଶାରେ ମଧ୍ୟ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ଭଳି ପ୍ରମୁଖ ସହରରେ ଚାଲିଥିବା ଶତାଧିକ କୋଚିଂ ସେଣ୍ଟର, ଘରୋଇ ହଷ୍ଟେଲ ଓ […]
Continue readingDaily Archives: June 22, 2026
ନ୍ୟାୟର ପ୍ରହରୀଙ୍କ ପାଇଁ ସାମାଜିକ ସୁରକ୍ଷା
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭଳି ନ୍ୟାୟପାଳିକା ହେଉଛି ସାଧାରଣ ଜନତାଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ। ଆଉ ଏହି ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଆଇନଜୀବୀ ବା ଓକିଲମାନେ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରିଥାନ୍ତି। ତେବେ ସମାଜକୁ ନ୍ୟାୟ ଦେବାରେ ଦିନରାତି ଏକ କରୁଥିବା ଆଇନଜୀବୀମାନଙ୍କ ଆର୍ଥିକ ନିରାପତ୍ତା ଓ ସାମାଜିକ ସୁରକ୍ଷା ଅନେକ ସମୟରେ ଅବହେଳିତ ହୋଇ ରହିଯାଏ। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ କଲ୍ୟାଣ ପାଣ୍ଠିର ଆର୍ଥିକ ସହାୟତାକୁ ୪୦ ପ୍ରତିଶତ ବୃଦ୍ଧି କରିବା […]
Continue readingତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ କେନ୍ଦୁଝର ଜିଲ୍ଲାର ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପୁଣି ଥରେ ରାଜ୍ୟର ଦାଦନ ସମସ୍ୟାକୁ ଚର୍ଚ୍ଚାର ପରିସରକୁ ଆଣିଛି। ପେଟର ଜ୍ୱାଳା ଲିଭାଇବା ପାଇଁ ହଜାର ହଜାର କିଲୋମିଟର ଦୂରକୁ ଯାଇ ଅସୁରକ୍ଷିତ ପରିବେଶରେ କାମ କରୁଥିବା ଏହି ଶ୍ରମିକମାନଙ୍କ ସୁରକ୍ଷା ଏବଂ ସେମାନଙ୍କୁ ନିଜ ଜିଲ୍ଲାରେ କାମ ଯୋଗାଇଦେବା ଏବେ ସବୁଠାରୁ ବଡ଼ ଆହ୍ୱାନ। ଏଭଳି ଅଭାବନୀୟ ଘଟଣାକୁ ରୋକିବା ଏବଂ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୃଷ୍ଟି କରିବା […]
Continue readingଐତିହାସିକ ଭୁଲ୍ର ସଂଶୋଧନ: ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନର ଏକ ନୂଆ ଅଧ୍ୟାୟ
ବ୍ରିଟିଶ ଶାସନ ହଟିବାର ଦଶନ୍ଧି ଦଶନ୍ଧି ପରେ ମଧ୍ୟ ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ଉପରେ ଲଦି ଦେଇଥିବା ଭୁଲ୍ ଇଂରାଜୀ ଉଚ୍ଚାରଣ ଓ ବନାନର ଏବେ ଅନ୍ତ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମକୁ ବଦଳାଇ ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଏକ ସ୍ୱାଗତଯୋଗ୍ୟ ଏବଂ ଐତିହାସିକ ପଦକ୍ଷେପ। ବିଳମ୍ଭରେ ହେଲେ ମଧ୍ୟ ଏହି ନିଷ୍ପତ୍ତି […]
Continue reading



