ରାଜ୍ୟସଭାର ଅଧ୍ୟକ୍ଷତା କରିଥିବା ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ: ‘ସି.ପି. ରାଧାକୃଷ୍ଣନଙ୍କ ସେବାଭାବ ପ୍ରେରଣା’

ରାଜ୍ୟସଭାର ଅଧ୍ୟକ୍ଷତା କରିଥିବା ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ: ‘ସି.ପି. ରାଧାକୃଷ୍ଣନଙ୍କ ସେବାଭାବ ପ୍ରେରଣା’

ନୂଆଦିଲ୍ଲୀ, ଡିସେମ୍ବର ୧: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ପ୍ରଥମ ଥର ପାଇଁ ସଦନର ଅଧ୍ୟକ୍ଷତା କରିଥିବା ଉପରାଷ୍ଟ୍ରପତି ଶ୍ରୀ ସି.ପି. ରାଧାକୃଷ୍ଣନଙ୍କୁ ସ୍ୱାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦିନକୁ ରାଜ୍ୟସଭାର ସମସ୍ତ ସଦସ୍ୟଙ୍କ ପାଇଁ ଗୌରବର କ୍ଷଣ ବୋଲି ବର୍ଣ୍ଣନା କରିଛନ୍ତି। ସଦନ ପକ୍ଷରୁ ଶୁଭେଚ୍ଛା ଓ ଆଶ୍ୱାସନା ଶ୍ରୀ ରାଧାକୃଷ୍ଣନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଶ୍ରୀ ମୋଦୀ କହିଛନ୍ତି: “ଏହି ସଦନ ତରଫରୁ ଏବଂ ମୋ ତରଫରୁ, ମୁଁ ଆପଣଙ୍କୁ ହାର୍ଦ୍ଦିକ […]

Continue reading
BSF ପ୍ରତିଷ୍ଠା ଦିବସ: ବୀରତ୍ୱ ଓ ଦେଶ ସୁରକ୍ଷାର ଭୂମିକା

BSF ପ୍ରତିଷ୍ଠା ଦିବସ: ବୀରତ୍ୱ ଓ ଦେଶ ସୁରକ୍ଷାର ଭୂମିକା

ଆଜି ହେଉଛି ଭାରତର ସୀମା ସୁରକ୍ଷା ବଳ (Border Security Force – BSF)ର ପ୍ରତିଷ୍ଠା ଦିବସ। ଡିସେମ୍ବର ୧, ୧୯୬୫ ମସିହାରେ ସ୍ଥାପିତ ହୋଇଥିଲା BSF । ଯାହାକୁ ‘ଭାରତର ପ୍ରଥମ ପ୍ରତିରକ୍ଷା ଧାଡ଼ି’ (First Line of Defence) କୁହାଯାଏ । ବର୍ଷ ବର୍ଷ ଧରି ବିଏସଏଫ  ପାକିସ୍ତାନ ଓ ବାଂଲାଦେଶ ସୀମାରେ ନିୟୋଜିତ ହୋଇଛି । ଦେଶକୁ ବାହ୍ୟ ଆକ୍ରମଣ, ଅନୁପ୍ରବେଶ, ଚୋରା ଚାଲାଣ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ […]

Continue reading
ସଂସଦର ଶୀତ ଅଧିବେଶନ ଆରମ୍ଭ: ‘ଡ୍ରାମା ନୁହେଁ, ଦାୟିତ୍ୱବୋଧ’ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ସଂସଦର ଶୀତ ଅଧିବେଶନ ଆରମ୍ଭ: ‘ଡ୍ରାମା ନୁହେଁ, ଦାୟିତ୍ୱବୋଧ’ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ

ନୂଆଦିଲ୍ଲୀ, ଡିସେମ୍ବର ୧: ଆଜିଠାରୁ ସଂସଦର ଗୁରୁତ୍ୱପୂର୍ଣ୍ଣ ଶୀତ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ବିରୋଧୀ ଦଳଗୁଡ଼ିକୁ ସକାରାତ୍ମକ ଆଲୋଚନାରେ ଭାଗ ନେବା ଏବଂ ‘ଦାୟିତ୍ୱବୋଧ (Responsibility)’ ସହ କାମ କରିବାକୁ ଆହ୍ୱାନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହି ଅଧିବେଶନ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ, ଯେଉଁଠାରେ ଜନତାଙ୍କ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବିଲ୍‌ ଉପରେ ଆଲୋଚନା ହେବ। ସେ […]

Continue reading

ବିଶ୍ୱର ସର୍ବୋଚ୍ଚ ରାମ ମୂର୍ତ୍ତି ଗୋଆରେ ଉନ୍ମୋଚିତ; ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ଅନାବରଣ

ପାନାଜୀ: ଭଗବାନ ରାମଙ୍କର ୭୭ ଫୁଟ୍‌ ଉଚ୍ଚତା ମୂର୍ତ୍ତି ଗୋଆରେ ସ୍ଥାପନ କରାଯାଇଛି । ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ବୃହତ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଗୋଆର ଶ୍ରୀସଂସ୍ଥାନ ଗୋକର୍ଣ୍ଣ ଜୀବୋତ୍ତମ ମଠରେ ଭଗବାନ ରାମଙ୍କର ୭୭ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ମୂର୍ତ୍ତିକୁ ଅନାବରଣ କରିଛନ୍ତି। ଏହା ହେଉଛି ଭଗବାନ ରାମଙ୍କର ଏପର୍ଯ୍ୟନ୍ତ ନିର୍ମିତ ସର୍ବୋଚ୍ଚ ମୂର୍ତ୍ତି। ଏହି ମୂର୍ତ୍ତିର ଡିଜାଇନ୍ ପ୍ରସିଦ୍ଧ ଶିଳ୍ପୀ […]

Continue reading

ଆମର ଯୁବ ଶକ୍ତିନିଜର ନବସୃଜନ, ସାହସିକ ପଦକ୍ଷେପ ଗ୍ରହଣ କରିବାର କ୍ଷମତା ଏବଂ ଉଦ୍ୟମିତା ସହନୂତନ ଶିଖରରେ ପହଞ୍ଚିଛି: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ତେଲଙ୍ଗାନାର ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଦେଶର ମହାକାଶ କ୍ଷେତ୍ରରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି ହୋଇଛି ।  ଭାରତର ମହାକାଶ ଇକୋସିଷ୍ଟମ ଘରୋଇ କ୍ଷେତ୍ରର ସମ୍ପୃକ୍ତି ସହ ଉଲ୍ଲେଖନୀୟ ପ୍ରଗତି ହାସଲ କରୁଛି। ସ୍କାଏରୁଟର ଇନଫିନିଟି କ୍ୟାମ୍ପସ ଭାରତର ନୂତନ ଚିନ୍ତାଧାରା, ନବସୃଜନ ଓ ଯୁବଶକ୍ତିକୁ ପ୍ରତିଫଳିତ କରେ ଏବଂ ଦେଶର ଯୁବପିଢ଼ିଙ୍କ ନବସୃଜନ, ବିପଦ ଗ୍ରହଣ କ୍ଷମତା ଓ ଉଦ୍ୟମିତା ନୂତନ ଉଚ୍ଚତାରେ ପହଞ୍ଚିବା […]

Continue reading

ୟୁପିଏସସିର ଶତାବ୍ଦୀ ସମାରୋହ ସମ୍ବିଧାନ ନିର୍ମାତାଙ୍କ ବିଜ୍ଞତା ପ୍ରତି ଶ୍ରଦ୍ଧାଞ୍ଜଳି: ଡକ୍ଟର ପି.କେ ମିଶ୍ର

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ନୂଆଦିଲ୍ଲୀରେ ୟୁପିଏସସିର ଶତାବ୍ଦୀ ସମ୍ମେଳନ କାର୍ଯ୍ୟକ୍ରମର ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ବିଗତ 100 ବର୍ଷ ଧରି ୟୁପିଏସସି ଦେଶର ସବୁଠାରୁ ସମ୍ମାନିତ ସାମ୍ବିଧାନିକ ସଂସ୍ଥା ଭାବରେ ମର୍ଯ୍ୟାଦା ଏବଂ ଭରସାଯୋଗ୍ୟତା ବଜାୟ ରଖିବା ସହିତ ଯୋଗ୍ୟତା, ନିରପେକ୍ଷତା, ଉତ୍କର୍ଷତା ଏବଂ ବିଶ୍ୱସନୀୟତାକୁ ବଜାୟ ରଖିଛି। ଡକ୍ଟର ପି.କେ. ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ, ଏହି ଅବସର ସମ୍ବିଧାନର ପ୍ରତିଷ୍ଠାତା ଏବଂ […]

Continue reading

ଆତଙ୍କବାଦର ନୂଆ ରୂପ: ସୁଶିକ୍ଷିତ ବୃତ୍ତିଧାରୀଙ୍କ ସଂପୃକ୍ତି

ବିଗତ ଦିନରେ ଦିଲ୍ଲୀରେ ଉଚ୍ଚଶିକ୍ଷିତ ତଥା ସରକାରୀ ବୃତ୍ତିଧାରୀ ଡାକ୍ତରୀ ଦଳର ଆତଙ୍କବାଦୀ ମଡ୍ୟୁଲ୍ ଦେଶ ଦେଖିଛି । ବୋମା ବିସ୍ଫୋରଣ ମନେପକାଇ ଦେଇଛି ଏହାର ରୂପ । ଡାକ୍ତରଙ୍କ ସଂପୃକ୍ତି ଘଟଣା ସାରା ବିଶ୍ୱରେ ବିସ୍ମୟ ସୃଷ୍ଟି କରିଛି। ଆତଙ୍କବାଦର ପାରମ୍ପରିକ ରୂପ ବଦଳିବାରେ ଲାଗିଛି । ବର୍ତ୍ତମାନ ଆକ୍ରମଣର ଷଡ୍‌ଯନ୍ତ୍ର ଆଉ ଦୁର୍ଗମ ଅଞ୍ଚଳରେ ହେଉନାହିଁ । ସହରରେ ଏସି ରୁମରେ ରହୁଥିବା ଉଚ୍ଚ ବେତନଯୁକ୍ତ ବୃତ୍ତିରେ ନିଯୁକ୍ତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ହେଉଛି। ପରିବର୍ତ୍ତନର […]

Continue reading

ହିନ୍ଦୁ ନରହିଲେ ବିଶ୍ୱର ଅସ୍ତିତ୍ୱ ରହିବ ନାହିଁ: ମୋହନ ଭାଗବତ

ଇମ୍ଫାଲ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ମୁଖ୍ୟ ମୋହନ ଭାଗବତ ଏବେ ତିନି ଦିନିଆ ମଣିପୁର ଗସ୍ତରେ ଥିବା ବେଳେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଇମ୍ଫାଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ “ହିନ୍ଦୁ ନରହିଲେ ବିଶ୍ୱର ଅସ୍ତିତ୍ୱ ରହିବ ନାହିଁ”। ସଭ୍ୟତା, ସମାଜ ଏବଂ ରାଷ୍ଟ୍ରର ଶକ୍ତି ଉପରେ ଉଲ୍ଲେଖ କରି ଭାଗବତ କହିଥିଲେ ଯେ ହିନ୍ଦୁ ସମାଜ ବଞ୍ଚିବା ପାଇଁ ଏକ ମୌଳିକ ସାମାଜିକ […]

Continue reading

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର

ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର । ପାଟନା ଗାନ୍ଧି ମୈଦାନରେ ଆୟୋଜିତ ସମାରୋହରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ତାଙ୍କ ସହ ସମାରୋହରେ ଉପସ୍ଥିତ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଜନାଥ ସିଂହ ପ୍ରତିରକ୍ଷା ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଶିବରାଜ ସିଂହ ଚୌହାନ କେନ୍ଦ୍ର କୃଷିମନ୍ତ୍ରୀ, ଯୋଗୀ ଆଦିତ୍ୟନାଥ ୟୁପି ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀ ଓଡ଼ିଶା ମୁଖ୍ୟମନ୍ତ୍ରୀ, […]

Continue reading

ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି

ଡ୍ରଗ୍ସ ବିରୋଧରେ ମୋଦୀ ସରକାରଙ୍କ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ରାଜସ୍ଥାନ ପୋଲିସ ରାଜସ୍ଥାନର ସିରୋହି ଜିଲ୍ଲାର ଏକ ଦୁର୍ଗମ ଗ୍ରାମରେ ଏକ ଗୁପ୍ତ ପରୀକ୍ଷାଗାର ଠାବ କରିଛନ୍ତି। ଶହ ଶହ କିଲୋଗ୍ରାମ ରାସାୟନିକ ପଦାର୍ଥ ଜବତ କରାଯାଇଛି, ଯାହା ପ୍ରାୟ ୧୦୦ କିଲୋଗ୍ରାମ ମେଫେଡ୍ରୋନ ଉତ୍ପାଦନ ପାଇଁ ଯଥେଷ୍ଟ ଥିଲା, ଏହାର ଆନୁମାନିକ ମୂଲ୍ୟ ୪୦ କୋଟି ଟଙ୍କା। ମାଷ୍ଟରମାଇଣ୍ଡ ଏବଂ ଅନ୍ୟ […]

Continue reading