ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ନାଗରିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ପାସପୋର୍ଟ (Passport) ପ୍ରସ୍ତୁତି ଏବଂ ଏହାର ନବୀକରଣ ଫି’ରେ ବଡ଼ ଧରଣର ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ‘ପାସପୋର୍ଟ ନିୟମାବଳୀ, ୧୯୮୦’ ରେ ସଂଶୋଧନ କରି ନୂତନ ପାସପୋର୍ଟ ଏବଂ ଜରୁରୀକାଳୀନ ସେବା ତଥା ‘ତତ୍କାଳ’ ଦେୟରେ ପରିବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ନୂଆ ଦର ଆସନ୍ତା ଜୁଲାଇ ୧, […]
Continue readingMonthly Archives: June 2026
୨୦୨୩ ଓ ୨୦୨୪ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୨୩ ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର – ମିଳିତ ଭାବେ, ‘ପୁଷ୍କରା’, ‘ମାଇଁ ସ୍ବିଟ୍ ହାଉସ୍ ଓ୍ବାଇ
୨୦୨୩ ଓ ୨୦୨୪ ପାଇଁ ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର । ୩୫ ଓ ୩୬ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ଉଭୟ ବର୍ଷ ପାଇଁ ୩୨ଟି ଲେଖାଏଁ ବିଭାଗରେ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କୃତ ହେବାକୁ ଯାଉଥିବା କଳାକାର ୭ ଜଣ ଜୁରିଙ୍କ ଦ୍ଵାରା ମନୋନୟନ ହୋଇଛନ୍ତି । ଏନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ସହ ଜୁରି ଅଧ୍ୟକ୍ଷ ପ୍ରଣବ ଦାସ ଓ […]
Continue readingବିଜେଡିରେ ସୁଜାତାଙ୍କ ପ୍ରଭାବ
ଭି.କେ. ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତିର ପୂର୍ବତନ ସଚିବ ସୁଜାତା କାର୍ତ୍ତିକେୟନ ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବା ସହ ସେ ଜଣେ ସାଧାରଣ କର୍ମୀ ଭାବେ ମହିଳାମାନଙ୍କ ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି। ବିଜେଡିର ସବୁଠାରୁ ବଡ଼ ଶକ୍ତି ହେଉଛି ମହିଳା ଭୋଟର। ସୁଜାତା କାର୍ତ୍ତିକେୟନ ଦୀର୍ଘ ଦିନ ଧରି ଓଡ଼ିଶାର ‘ମିଶନ ଶକ୍ତି’ (Mission Shakti) ବିଭାଗର […]
Continue readingପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ ବଲିଉଡ଼ ସିଙ୍ଗର ଅଲକା ୟାଗ୍ନିକ୍
ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ଲୋକପ୍ରିୟ ବଲିଉଡ଼ ସିଙ୍ଗର ଅଲକା ୟାଗ୍ନିକ୍ । ଗତକାଲି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହାତରୁ ପଦ୍ମ ପୁରସ୍କାର ଗ୍ରହଣ କରିଥିଲେ ଅଲକା ୟାଗ୍ନିକ୍ । ଏହି ସମ୍ମାନରେ ସମ୍ମାନିତ ହେବା ପରେ ଅଲକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୃତଜ୍ଞତା ପ୍ରକାଶ କରି ଏକ ପୋଷ୍ଟ ସେୟାର କରିଥିଲେ । ଏଥିସହ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ମଧ୍ୟ କହିଥିଲେ । ଯାହା ତାଙ୍କ ଫ୍ୟାନ୍ସଙ୍କ ଚିନ୍ତାକୁ ବଢାଇଦେଇଥିଲା । […]
Continue readingମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ମଲ୍ଟି ଏଜେନ୍ସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ବା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ’ ବୈଠକ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା। ଆଜିର ଏହି ବୈଠକରେ ୮ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୫୭୪ କିଲୋମିଟର ବେଳାଭୂମି ଅଛି। ଅତୀତରେ ଆମ ସାଧବ […]
Continue readingମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ,ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ । ରାଜ୍ୟରେ ସାମାଜିକ ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ କହିଲେ ସିଏମ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟକୁ ଆହୁରି ସୁଦୃଢ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି। କେନ୍ଦ୍ର ସରକାର ଓ ଓଡ଼ିଶା ସରକାର ମଧ୍ୟରେ ସମନ୍ୱୟକୁ ଆହୁରି ମଜବୁତ କରିବା ସହ ରାଜ୍ୟରେ […]
Continue readingମେସେଜିଂ ଆପ୍ରେ ବରବାଦ ହେଉଛି ସମୟ, ସଂପର୍କୀୟଙ୍କଠାରୁ ବଢ଼ୁଛି ସାମାଜିକ ଦୂରତ୍ୱ
ଆମ ସମସ୍ତଙ୍କ ହାତମୁଠାରେ ଏବେ ସ୍ମାର୍ଟଫୋନ୍ । ସେଥିରେ ଥିବା ଲୋକପ୍ରିୟ ମେସେଜିଂ ତଥା ସୋସିଆଲ୍ ମିଡ଼ିଆ ଆପ୍ସଗୁଡ଼ିକ ଆମ ଯୁବପିଢ଼ିଙ୍କୁ ଏକ ଅଦୃଶ୍ୟ ନିଶା ଆଡ଼କୁ ଟାଣି ନେଉଛନ୍ତି। କିଶୋର ଓ ଯୁବବର୍ଗଙ୍କ ଜୀବନଶୈଳୀକୁ ଏହା ଏଭଳି ଭାବେ ପ୍ରଭାବିତ କରିଛି ଯେ, ସେମାନେ ନିଜର ମୂଲ୍ୟବାନ ସମୟ ବରବାଦ କରିବା ସହ ବାସ୍ତବ ସମାଜ ଓ ନିଜ ପରିବାରଠାରୁ ମଧ୍ୟ ଦୂରେଇ ଯାଉଛନ୍ତି। ସ୍କ୍ରିନ୍ ଆଗରେ ଘଣ୍ଟା ଘଣ୍ଟା ସମୟ ବିତାଇବା ଯୋଗୁଁ ଆଜିର […]
Continue readingବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ
ଓଡ଼ିଶା ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ) ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଶଂସନୀୟ ରାୟ ଶୁଣାଇଛନ୍ତି, ଯାହା ସମାଜରେ ଲିଙ୍ଗଗତ ସମାନତା ଏବଂ ମହିଳାମାନଙ୍କ ଅଧିକାରକୁ ଆହୁରି ସୁଦୃଢ଼ କରିଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ବିବାହିତ ହୋଇଥିବା କାରଣରୁ ଜଣେ ଝିଅକୁ ତାର ସ୍ୱର୍ଗତ ପିତା କିମ୍ବା ମାତାଙ୍କ ବଦଳରେ ମିଳୁଥିବା ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ। ପୁଅମାନଙ୍କ ଭଳି ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଏହି ନିଯୁକ୍ତି ପାଇବାକୁ ସମ୍ପୂର୍ଣ୍ଣ ହକ୍ଦାର। […]
Continue readingତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି: ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତ ଦେହ
ଭୁବନେଶ୍ବରରେ ପହଞ୍ଚିଲା ୫ ଜଣ ଶ୍ରମିକଙ୍କ ମୃତ ଦେହ । ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ ଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଲା । ସ୍ୱତନ୍ତ୍ର ବିମାନ ଯୋଗେ ୫ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି। ଜଣେ ଅଧିକାରୀଙ୍କ ନେତୃତରେ ମୃତ ଶରୀର ଧରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା । ଅଳ୍ପ ସମୟ ପରେ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ […]
Continue readingଓଡ଼ିଶା ପାଇଁ ଗୌରବ ,ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ ଓଡ଼ିଆ
ଓଡ଼ିଶାର ମାଟି ଓ ସଂସ୍କୃତି ପାଇଁ ପୁଣି ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି। କଳା, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଓଡ଼ିଶାର ୩ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଓଡ଼ିଆ ପ୍ରତିଭାମାନଙ୍କୁ ସେମାନଙ୍କର ସାଧନା ପାଇଁ ସମ୍ମାନିତ କରିଛନ୍ତି। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ […]
Continue reading









