ପ୍ରଥମରୁ ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନଠାରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ଲାଗି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି । ୭ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ ଏବଂ କମିଟିର ରିପୋର୍ଟ ଆଧାରରେ […]
Continue readingMonthly Archives: June 2026
ରାଜ୍ୟରେ ୭୬ହଜାର ୬୧୨ କୋଟିର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ,ସୃଷ୍ଟି ହେବ ୫୦,୫୧୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ
ରାଜ୍ୟରେ ୭୬ହଜାର ୬୧୨ କୋଟିର ୨୦ଟି ପ୍ରକଳ୍ପକୁ ମଞ୍ଜୁରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ୪୫ ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (HLCA) ବୈଠକରେ ୯ଟି ଜିଲ୍ଲା ପାଇଁ ମୋଟ ୭୬ହଜାର ୬୧୧କୋଟି ୮୬ ଲକ୍ଷ ଟଙ୍କାର ୨୦ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଛି । ଏହି ମେଗା ପ୍ରକଳ୍ପଗୁଡ଼ିକ ଦ୍ୱାରା ରାଜ୍ୟରେ ୫୦,୫୧୭ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ନିବେଶଗୁଡ଼ିକ ଗ୍ରୀନ୍ ଏନର୍ଜି, ଷ୍ଟିଲ୍, ଫାର୍ମାସ୍ୟୁଟିକାଲ୍ସ, […]
Continue readingଆସୁଛି ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’,ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ
ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ ସମାରୋହ-୨୦୨୬’ ଅବସରରେ ମାମଲାର ଶୀଘ୍ର ଫଇସଲା ପାଇଁ ଅଗଷ୍ଟ ୨୧ରୁ ୨୩ ଯାଏଁ ସୁଯୋଗ ରହିଛି । କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାର ଶୀଘ୍ର ଓ ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଓଡ଼ିଶାରେ ଆସନ୍ତା ଅଗଷ୍ଟ ୨୧, ୨୨ ଓ ୨୩ ତାରିଖରେ ତିନି ଦିନିଆ ସ୍ୱତନ୍ତ୍ର ଲୋକ ଅଦାଲତ ‘ସମାଧାନ […]
Continue readingବିଶ୍ୱରେ ସମ୍ପଦର ନୁହେଁ ‘ବିଶ୍ୱାସ’ର ଅଭାବ ଅଛି; ହର୍ମୁଜ ପ୍ରଣାଳୀ ସଙ୍କଟ ଓ ନାବିକଙ୍କ ସୁରକ୍ଷା ଉପରେ ରଖିଲେ ବଡ଼ ବୟାନ!
ଜୀ-୭ ସମିଟ୍ରେ ଯୋଗଦେଇ ବିଶ୍ୱ ସମୁଦାୟ ସାମ୍ନାରେ ଭାରତର ପକ୍ଷ ଏବଂ ମାନବିକତାର ସ୍ୱରକୁ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ସେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କୁ ଉଷ୍ମ ସ୍ୱାଗତ ପାଇଁ ହାର୍ଦ୍ଦିକ କୃତଜ୍ଞତା ଜଣାଇବା ସହ ଆଜିର ପରସ୍ପର ନିର୍ଭରଶୀଳ ବିଶ୍ୱରେ ‘ଆପୋଷ ବିଶ୍ୱାସ’ କୁ ସବୁଠାରୁ ବଡ଼ ରଣନୈତିକ ସମ୍ପଦ ବୋଲି ଅଭିହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ପଶ୍ଚିମ ଏସିଆ ର ସାମ୍ପ୍ରତିକ ସଂଘର୍ଷ ଏବଂ […]
Continue readingNEET-UG ପରୀକ୍ଷାରେ କାହିଁକି ଜରୁରୀ କଡ଼ା ସୁରକ୍ଷା?
ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତଥା ଡାକ୍ତର ହେବାର ସ୍ୱପ୍ନ ଯେଉଁ ପରୀକ୍ଷା ସହ ଜଡ଼ିତ, ତାହା ହେଉଛି NEET-UG। କିନ୍ତୁ ବିଗତ ଦିନରେ ପ୍ରଶ୍ନପତ୍ର ଲିକ୍, ମାର୍କ ଜାଲିଆତି ଏବଂ ପରୀକ୍ଷା ପରିଚାଳନାରେ ହେଉଥିବା ତ୍ରୁଟି ଯୋଗୁଁ ଜାତୀୟ ପରୀକ୍ଷା ସଂସ୍ଥା (NTA) ଏବଂ ସମ୍ପୂର୍ଣ୍ଣ ପରୀକ୍ଷା ପ୍ରଣାଳୀ କାଠଗଡ଼ାକୁ ଆସିଛି। ଦିନରାତି ଏକ କରି ପରିଶ୍ରମ କରୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ପାଇଁ NEET ପରୀକ୍ଷାରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବେ […]
Continue readingନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଲୋକସେବା ଭବନରେ ବଡ ବୈଠକ
ଲୋକସେବା ଭବନରେ ବଡ଼ ବୈଠକ । ନିଟ୍ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଲୋକସେବା ଭବନରେ ବଡ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ରହିଛନ୍ତି । ତେବେ ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା । ଛାତ୍ରଛାତ୍ରୀଙ୍କ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି, କଣ ବ୍ୟବସ୍ଥା ହୋଇଛି […]
Continue reading“ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬”ର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,୧୧୦୦ଶ୍ରଦ୍ଧାଳୁଙ୍କୁ ଧରି ବାହାରିଲା ସ୍ୱତନ୍ତ୍ର ଟ୍ରେନ୍
ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬” । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, […]
Continue readingଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ କରିବେ ପରିଦର୍ଶନ
ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ ରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ । ଘଣ୍ଟାଏ ପାହାଡ଼ପୁରରେ ରହିବେ । ୧୨ଟା ୫୫ ମିନିଟରେ ସଭାସ୍ଥଳରେ ଯୋଗଦେବେ ମୋଦି । ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ୧ଟାରୁ ୨ଟା ଯାଏଁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ୨ଟା ୧୫ରେ ଓଡ଼ିଶା […]
Continue readingଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି, କମୁଛି ତୈଳ ଦର
ବନ୍ଦ ହେବ ଯୁଦ୍ଧ । ଆମେରିକା ଏବଂଇରାନ ମଧ୍ୟରେ ତିକ୍ତତାବଢିବନି । କେହି କାହାରି ଉପରେ ଆଉ ଆକ୍ରମଣ କରିବେନି । କାରଣ ଦୁଇ ଦେଶ ମଧ୍ୟରେ ହୋଇଛି ଶାନ୍ତି ଚୁକ୍ତି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ହୋଇଛି । ଏବେ ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଖୋଲିବ । ଆମେରିକୀୟ ନୌସେନା ଯେଉଁ କଟକଣା ଲଗାଇଥିଲା ତାହାକୁ […]
Continue readingପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ
ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ସଫଳତା । ଓଡ଼ିଶା ମାଟିରୁ LRLACMର ସଫଳ ପରୀକ୍ଷଣ । ସ୍ୱଦେଶୀ କ୍ରୁଜ୍ ମିସାଇଲର ସଫଳ ଫ୍ଲାଇଟ ଟେଷ୍ଟ । ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ପକ୍ଷରୁ ଭଦ୍ରକ ଧାମରା ସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଲଙ୍ଗ୍ ରେଞ୍ଜ୍ ଲ୍ୟାଣ୍ଡ୍ ଆଟାକ୍ କ୍ରୁଜ୍ ମିସାଇଲ୍’ (LRLACM)ର ସଫଳ ଫ୍ଲାଇଟ ଟେଷ୍ଟ କରାଯାଇଛି। ଏହି ପରୀକ୍ଷଣ ସମୟରେ ମିସାଇଲ୍ ତା’ର ସମସ୍ତ ଗୁରୁତ୍ୱପୂର୍ଣ୍ଣ […]
Continue reading









