ଲକ୍ଷ୍ନୌ ଅଗ୍ନିକାଣ୍ଡରୁ ଓଡ଼ିଶା କି ଶିକ୍ଷା ନେବ?

ଲକ୍ଷ୍ନୌ ଅଗ୍ନିକାଣ୍ଡରୁ ଓଡ଼ିଶା କି ଶିକ୍ଷା ନେବ?

ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆସିଥିବା ଏକ ହୃଦୟବିଦାରକ ଖବର ସାରା ଦେଶକୁ ଆନ୍ଦୋଳିତ କରିଛି। ଏକ ବହୁତଳ ସେଣ୍ଟରରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ୧୪ ଜଣ କୋମଳମତି ଛାତ୍ରଛାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଏହି ବଡ଼ ଅଘଟଣ ପରେ ଏବେ ଓଡ଼ିଶାରେ ମଧ୍ୟ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଏବଂ ସମ୍ବଲପୁର ଭଳି ପ୍ରମୁଖ ସହରରେ ଚାଲିଥିବା ଶତାଧିକ କୋଚିଂ ସେଣ୍ଟର, ଘରୋଇ ହଷ୍ଟେଲ ଓ […]

Continue reading
ନ୍ୟାୟର ପ୍ରହରୀଙ୍କ ପାଇଁ ସାମାଜିକ ସୁରକ୍ଷା

ନ୍ୟାୟର ପ୍ରହରୀଙ୍କ ପାଇଁ ସାମାଜିକ ସୁରକ୍ଷା

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭଳି ନ୍ୟାୟପାଳିକା ହେଉଛି ସାଧାରଣ ଜନତାଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ। ଆଉ ଏହି ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ଆଇନଜୀବୀ ବା ଓକିଲମାନେ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରିଥାନ୍ତି। ତେବେ ସମାଜକୁ ନ୍ୟାୟ ଦେବାରେ ଦିନରାତି ଏକ କରୁଥିବା ଆଇନଜୀବୀମାନଙ୍କ ଆର୍ଥିକ ନିରାପତ୍ତା ଓ ସାମାଜିକ ସୁରକ୍ଷା ଅନେକ ସମୟରେ ଅବହେଳିତ ହୋଇ ରହିଯାଏ। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ କଲ୍ୟାଣ ପାଣ୍ଠିର ଆର୍ଥିକ ସହାୟତାକୁ ୪୦ ପ୍ରତିଶତ ବୃଦ୍ଧି କରିବା […]

Continue reading
ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ କେନ୍ଦୁଝର ଜିଲ୍ଲାର ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ପୁଣି ଥରେ ରାଜ୍ୟର ଦାଦନ ସମସ୍ୟାକୁ ଚର୍ଚ୍ଚାର ପରିସରକୁ ଆଣିଛି। ପେଟର ଜ୍ୱାଳା ଲିଭାଇବା ପାଇଁ ହଜାର ହଜାର କିଲୋମିଟର ଦୂରକୁ ଯାଇ ଅସୁରକ୍ଷିତ ପରିବେଶରେ କାମ କରୁଥିବା ଏହି ଶ୍ରମିକମାନଙ୍କ ସୁରକ୍ଷା ଏବଂ ସେମାନଙ୍କୁ ନିଜ ଜିଲ୍ଲାରେ କାମ ଯୋଗାଇଦେବା ଏବେ ସବୁଠାରୁ ବଡ଼ ଆହ୍ୱାନ। ଏଭଳି ଅଭାବନୀୟ ଘଟଣାକୁ ରୋକିବା ଏବଂ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୃଷ୍ଟି କରିବା […]

Continue reading
ଐତିହାସିକ ଭୁଲ୍‌ର ସଂଶୋଧନ: ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନର ଏକ ନୂଆ ଅଧ୍ୟାୟ

ଐତିହାସିକ ଭୁଲ୍‌ର ସଂଶୋଧନ: ଓଡ଼ିଶାର ଅସ୍ମିତା ଓ ସ୍ୱାଭିମାନର ଏକ ନୂଆ ଅଧ୍ୟାୟ

ବ୍ରିଟିଶ ଶାସନ ହଟିବାର ଦଶନ୍ଧି ଦଶନ୍ଧି ପରେ ମଧ୍ୟ ସେମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ଉପରେ ଲଦି ଦେଇଥିବା ଭୁଲ୍ ଇଂରାଜୀ ଉଚ୍ଚାରଣ ଓ ବନାନର ଏବେ ଅନ୍ତ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନର ଭୁଲ୍ ଇଂରାଜୀ ନାମକୁ ବଦଳାଇ ମୂଳ ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ସଂଶୋଧନ କରିବା ପାଇଁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଏକ ସ୍ୱାଗତଯୋଗ୍ୟ ଏବଂ ଐତିହାସିକ ପଦକ୍ଷେପ। ବିଳମ୍ଭରେ ହେଲେ ମଧ୍ୟ ଏହି ନିଷ୍ପତ୍ତି […]

Continue reading
ଦୁର୍ଘଟଣାର ଶିକାର ହେବା ପରେ  ନିଟ୍ ପରୀକ୍ଷା ଦେଲେ ଛାତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦେଶ କ୍ରମେ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

ଦୁର୍ଘଟଣାର ଶିକାର ହେବା ପରେ ନିଟ୍ ପରୀକ୍ଷା ଦେଲେ ଛାତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ଦେଶ କ୍ରମେ ହେଲା ସ୍ବତନ୍ତ୍ର ବ୍ୟବସ୍ଥା

NEET ପେପର ଲିକ୍ ପରେ ଜୁନ୍ ୨୧ରେ ପୁନଃ ନିଟ୍ ପରୀକ୍ଷା ହୋଇଛି । ଏହାରି ଭିତରେ ଜଣେ ଛାତ୍ରୀଙ୍କ ରୋଚକ କାହାଣୀ ସାମନାକୁ ଆସିଛି । ଛାତ୍ରୀ ଜଣକ ବଡ଼ ଦୁର୍ଘଟଣାର ଶିକାର ହେବା ପରେ ବି ହାର ନ ମାନି ନିଟ୍ ପରୀକ୍ଷା ଦେବାକୁ ଆସିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଏହି ଛାତ୍ରୀଙ୍କ ନିବେଦନକୁ ଗ୍ରହଣ କରିଥିଲେ ଏବଂ ଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରରେ ଅଲଗା ରୁମ୍ ବ୍ୟବସ୍ଥା […]

Continue reading
୧୨ତମ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ନିରୋଗ ଜୀବନର ଚାବିକାଠି ‘ଯୋଗ’

୧୨ତମ ‘ଆନ୍ତର୍ଜାତୀୟ ଯୋଗ ଦିବସ’ ନିରୋଗ ଜୀବନର ଚାବିକାଠି ‘ଯୋଗ’

ଯୋଗ କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ମନ, ଶରୀର ଏବଂ ଆତ୍ମାକୁ ଯୋଡ଼ିବାର ଏକ ସାଧନା। ଆଧୁନିକ ଜୀବନଶୈଳୀରେ ବ୍ୟସ୍ତତା ଏବଂ ମାନସିକ ଚାପ ମଧ୍ୟରେ ସୁସ୍ଥ ରହିବା ପାଇଁ ଯୋଗ ସବୁଠାରୁ ସହଜ ଓ ପ୍ରଭାବଶାଳୀ ମାଧ୍ୟମ। ନିୟମିତ ଯୋଗ କରିବା ଦ୍ୱାରା ଆମକୁ କେଉଁ ସବୁ ମୁଖ୍ୟ ଲାଭ ମିଳିଥାଏ, ଆସନ୍ତୁ ଜାଣିବା: ଯୋଗ ବିଶେଷ କରି ମଧୁମେହ (Diabetes) ରୋଗୀଙ୍କ ପାଇଁ ଏକ ମହୌଷଧି ସଦୃଶ। କିଛି ନିର୍ଦ୍ଦିଷ୍ଟ […]

Continue reading
ସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ

ସରିଲା ନିଟ୍-ୟୁଜି ପୁନଃ ପରୀକ୍ଷା, ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଓଏମଆର ସିଟ୍ ରେ ବନ୍ଦ

ଡାକ୍ତରୀ ପାଠ୍ୟକ୍ରମରେ ଆଡମିସନ ସହ ଜଡ଼ିତ ନିଟ୍-ୟୁଜି ପୁନଃ ପରୀକ୍ଷା ସାରା ଦେଶରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ୨୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଡାକ୍ତର ହେବାର ସ୍ୱପନ ଅପ୍ଟିକାଲ ମାର୍କ ରିକଗ୍ନିଶନ (ଓଏମଆର) ସିଟ୍ ରେ ବନ୍ଦ ହୋଇଛି। ଏହି ପରୀକ୍ଷା ପେନ-ପେପର ଏବଂ ଓଏମଆର ମାଧ୍ୟମରେ ହୋଇଛି। ତେବେ ଆାଗାମୀ ବର୍ଷରୁ ଏହି ପରୀକ୍ଷା କମ୍ପ୍ୟୁଟର ବେସଡ୍ (ସବିଟି) କରାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ନିଟ୍-ୟୁଜୀ ପରୀକ୍ଷା ଗତ ମେ ୩ […]

Continue reading
ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ,INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ,INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦି କୋଲକାତାର ଏକ ବନ୍ଦରରେ କମିଶନିଂ ଉତ୍ସବରେ ଯୋଗ ଦେଇଛନ୍ତି । ଭାରତୀୟ ନୌସେନା ଅଧିକାରୀଙ୍କ ଉପସ୍ଥିତିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ ନିର୍ମିତ […]

Continue reading

 ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଲା ଭାରତ

ଭାରତ ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ହାସଲ କରିଛି। ୩ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ଭାରତ ଏହି ସିରିଜକୁ ୩-୦ରେ ଜିତିଛି। ଚେନ୍ନାଇରେ ଆଜି ଭାରତ ୨୧୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଛନ୍ତି ।  ରୋହିତ -ଜୟସ୍ବାଲ ପ୍ରଥମ ୱିକେଟ ପାଇଁ ୧୭୦ ରନ୍ ସଂଗ୍ରହ କରିଥିଲେ। ଏଥିରୁ […]

Continue reading
ଓଡ଼ିଶାରେ ପ୍ରଚୁର ଖଣିଜ ଶକ୍ତି, ସମୃଦ୍ଧ କୃଷି ଏବଂ ଅପାର ଯୁବ ପ୍ରତିଭା ରହିଛନ୍ତି : ମୋଦି

ଓଡ଼ିଶାରେ ପ୍ରଚୁର ଖଣିଜ ଶକ୍ତି, ସମୃଦ୍ଧ କୃଷି ଏବଂ ଅପାର ଯୁବ ପ୍ରତିଭା ରହିଛନ୍ତି : ମୋଦି

ଓଡ଼ିଶାରେ ବିଜେପି ସରକାରର ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଏକ ଐତିହାସିକ ତଥା ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ମଞ୍ଚରେ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଠି ଯୋଗଦେଇ ଓଡ଼ିଶାର ବିକାଶ ଧାରାକୁ ଆହୁରି ବେଗବାନ କରିଛନ୍ତି। ରାଜ୍ୟର ‘ଡବଲ୍ ଇଞ୍ଜିନ’ ସରକାରକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣଙ୍କର ଭଲ ପାଇବା ଓ […]

Continue reading