ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ହେବା ଆବଶ୍ୟକ ‘ଭୋଟର ଲିଷ୍ଟ’

ଗଣତନ୍ତ୍ରର ସବୁଠାରୁ ବଡ଼ ମୂଳଦୁଆ ହେଉଛି ଏକ ସ୍ୱଚ୍ଛ, ନିରପେକ୍ଷ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା। ଯଦି ଭୋଟର ତାଲିକାରେ ଅନିୟମିତତା ରହେ, ତେବେ ତାହା ସୁଶାସନ ପ୍ରକ୍ରିୟାକୁ ବାଧିତ କରିଥାଏ। ଭୋଟର ତାଲିକାକୁ ନିର୍ମଳ କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ହେଉଛି ଭୋଟର କାର୍ଡ (EPIC) ସହିତ ଆଧାର ନମ୍ବରର ସମ୍ପୂର୍ଣ୍ଣ ସଂଯୋଗୀକରଣ। ଏହାଦ୍ୱାରା ଜଣେ ବ୍ୟକ୍ତିଙ୍କ ବାୟୋମେଟ୍ରିକ୍ ତଥ୍ୟ ସହଜରେ ଯାଞ୍ଚ କରାଯାଇପାରିବ। ଯେଉଁମାନେ ଭିନ୍ନ ଭିନ୍ନ ସ୍ଥାନରେ ନକଲି ନାମ କିମ୍ବା […]

Continue reading
୪ ମାସର ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଛେଦ!

୪ ମାସର ଯୁଦ୍ଧରେ ପଡ଼ିବ କି ପୂର୍ଣ୍ଣଛେଦ!

ବିଶ୍ୱ ରାଜନୀତି ଏବଂ ମଧ୍ୟ-ପ୍ରାଚ୍ୟ ରୁ ଆସିଛି ସବୁଠାରୁ ଆଶ୍ୱସ୍ତିକର ଖବର। ଆମେରିକା ଏବଂ ଇରାନ ମଧ୍ୟରେ ଗତ ପ୍ରାୟ ଚାରି ମାସ ଧରି ଚାଲିଥିବା ଭୟଙ୍କର ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ନେଇ ସହମତି ପ୍ରକାଶ ପାଇଛି। ଏହି ମେଗା ଚୁକ୍ତି ବିଶ୍ୱ ବଜାରକୁ ମହଙ୍ଗା ମାଡ଼ ଓ ଅଶୋଧିତ ତୈଳ ସଙ୍କଟରୁ ରକ୍ଷା କରିବ ବୋଲି ଆଶା କରାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ […]

Continue reading
ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

ବେଟି ବଚାଓ, ବେଟି ପଢାଓ’ର ସଫଳ ଯାତ୍ରା

ଜନ୍ମ ସମୟରେ ଯତ୍ନ ଶିଶୁର ଜୀବନ ଏବଂ ମା’ର ସ୍ୱାସ୍ଥ୍ୟ ପାଇଁ ମୂଳଦୁଆ ସ୍ଥାପନ କରେ। ବର୍ଷ ବର୍ଷ ଧରି, ଭାରତ ସ୍ୱାସ୍ଥ୍ୟସେବା, ପୁଷ୍ଟିକର ସହାୟତା ଏବଂ ସଂସ୍ଥାଗତ ପ୍ରସବ ବ୍ୟବସ୍ଥାର ମିଶ୍ରଣ ମାଧ୍ୟମରେ ମା’ ଏବଂ ଶିଶୁ ଯତ୍ନକୁ ସୁଦୃଢ଼ କରିଛି। ଭାରତ ସରକାରଙ୍କ ପ୍ରମୁଖ ପଦକ୍ଷେପ, ‘ବେଟି ବଚାଓ, ବେଟି ପଢ଼ାଓ’ (ବିବିବିପି), ସାରା ଦେଶରେ କନ୍ୟା ସନ୍ତାନମାନଙ୍କ ବଞ୍ଚିବା, ସୁରକ୍ଷା ଏବଂ ସଶକ୍ତୀକରଣ ସୁନିଶ୍ଚିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। […]

Continue reading
ଶସ୍ତାରେ ଘରଭଡ଼ା ନିହାତି ଜରୁରୀ

ଶସ୍ତାରେ ଘରଭଡ଼ା ନିହାତି ଜରୁରୀ

ରାଜ୍ୟର ସମସ୍ତ ସହରାଞ୍ଚଳରେ ବେଆଇନ ଭାବେ ବଢ଼ୁଥିବା ବସ୍ତି ସଂଖ୍ୟା ଉପରେ ରୋକ୍ ଲଗାଇବା ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ସୁରକ୍ଷିତ ବାସଗୃହ ଯୋଗାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟରପ୍ଲାନ ପ୍ରସ୍ତୁତ କରୁଛନ୍ତି। ‘ପିଏମ୍-ଆବାସ (ସହରାଞ୍ଚଳ) ୨.୦’ ଅଧୀନରେ ଏଣିକି ସହରାଞ୍ଚଳରେ ନିର୍ମାଣ ହେବାକୁ ଥିବା ସମସ୍ତ ପକ୍କାଘର ମଧ୍ୟରୁ ଠିକ୍ ଅଧା (୫୦%) ଘର ବସ୍ତିବାସିନ୍ଦା ଏବଂ ଆର୍ଥିକ ଦୁର୍ବଳ ବର୍ଗର (EWS) ଲୋକଙ୍କୁ ବିକ୍ରି କରାଯିବ। ସବୁଠାରୁ ବଡ଼ ସଂସ୍କାର ହେଉଛି, […]

Continue reading
ଓଡ଼ିଶାରେ ବର୍ଷା ହେବାରେ ବିଳମ୍ବ !

ଓଡ଼ିଶାରେ ବର୍ଷା ହେବାରେ ବିଳମ୍ବ !

ଓଡ଼ିଆ ସଂସ୍କୃତି ଓ ଗଣପର୍ବ ରଜର ସମ୍ପର୍କ ସିଧାସଳଖ ଆମ ମାଟି ଏବଂ କୃଷି ସଭ୍ୟତା ସହିତ ଜଡ଼ିତ। ପରମ୍ପରା ଅନୁସାରେ, ମୌସୁମୀ ବାୟୁର ଆଗମନ ସହିତ ପ୍ରଥମ ବର୍ଷା ଜଳ ପାଇ ଜମିର ଶୁଖିଲା ମାଟି ଆର୍ଦ୍ର ହୋଇଥାଏ, ଯାହାକୁ ଧରିତ୍ରୀ ମାତାଙ୍କ ରଜସ୍ୱଳା ସମୟ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ମାଟିକୁ ସମ୍ପୂର୍ଣ୍ଣ ବିଶ୍ରାମ ଦିଆଯାଏ। ତିନି ଦିନ ଧରି ରଜ ପର୍ବ ପାଳନ ହେବା ପରେ ଚତୁର୍ଥ ଦିନରେ ‘ବସୁମତୀ ସ୍ନାନ’ […]

Continue reading
ପାନଖିଆ ରସିକ ପାଟି

ପାନଖିଆ ରସିକ ପାଟି

ପ୍ରଦ୍ୟୁମ୍ନ ଶତପଥୀ ପରମ ସମ୍ମାନନୀୟ/ ଆଦରଣୀୟ ବନ୍ଧୁ ବର୍ଗ ! ଆପଣମାନଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ, ଶୁଭ ସକାଳ । ଆଜ୍ଞା ! ଆପଣ ମାନେ ଭଲ ଭାବରେ ଅବଗତ ଯେ ଆମେ ଜଣେ ପାନୁଆ , ଏହା ଗର୍ବର ସହିତ ସ୍ବୀକାର କରି ଆମେ ଅନେକ ସମୟରେ ପାନ, ଖିଲିପାନ ଶୀର୍ଷକରେ ଅନେକ କବିତା ମାଧ୍ୟମରେ ସମାଜର ବାସ୍ତବ ସ୍ଥିତି ଆପଣ ମାନଙ୍କ ଦୃଷ୍ଟି ଆକର୍ଷଣ […]

Continue reading
ମଧ୍ୟପ୍ରଦେଶର ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

ମଧ୍ୟପ୍ରଦେଶର ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୁବକମାନଙ୍କ ସଶକ୍ତୀକରଣ ବିଷୟ ଉପରେ ଆଲୋଚନା କଲେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ବୋଲି  ଆଜି ମଧ୍ୟପ୍ରଦେଶର ଭୋପାଳ ଗସ୍ତ ଅବସରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ପୃଥକ ପୃଥକ ଭାବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ, ଜନପ୍ରତିନିଧି ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ସଫଳ ୧୨ ବର୍ଷ […]

Continue reading
ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ,ଏକାମ୍ର ପାର୍କରୁ ଏବେ ଇନଫୋସିଟି ଦେଇ ଅନ୍ଧାରୁଆ ରାସ୍ତା ସମ୍ପୁର୍ଣ୍ଣ ପରେ ଆଜି ଠାରୁ ସର୍ବସାଧାରଣ ନିମନ୍ତେ ଖୋଲିଛି

ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ,ଏକାମ୍ର ପାର୍କରୁ ଏବେ ଇନଫୋସିଟି ଦେଇ ଅନ୍ଧାରୁଆ ରାସ୍ତା ସମ୍ପୁର୍ଣ୍ଣ ପରେ ଆଜି ଠାରୁ ସର୍ବସାଧାରଣ ନିମନ୍ତେ ଖୋଲିଛି

ରାଜଧାନୀରେ ଖୋଲିଲା ନୂଆ ସଡ଼କ ।  ଏକାମ୍ର ପାର୍କରୁ ଏବେ ଇନଫୋସିଟି ଦେଇ ଅନ୍ଧାରୁଆ ଇନଷ୍ଟିଚ୍ୟୁ ଅଫ ମାଥମେଟିକକୁ ଯିବା ହେବ ସହଜ। ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ ।  ଏକାମ୍ର କାନନ ରୁ ସାଲିଆ ସାହି ଦେଇ ନିର୍ମିତ ଥିବା ଇନଫୋସିଟି ରାସ୍ତାଟି ସମ୍ପୁର୍ଣ୍ଣ ପରେ ଆଜି ଠାରୁ ସର୍ବସାଧାରଣ ନିମନ୍ତେ ଉଦଘାଟିତ ହୋଇଛି ।  ନୂତନ ରାସ୍ତାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ରାଜ୍ୟ ସରକାରଙ୍କ ଦୁଇ […]

Continue reading
ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ପୁରିଲା ଦୁଇବର୍ଷ,ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ପୁରିଲା ଦୁଇବର୍ଷ,ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ମୋହନ ମାଝୀ ସରକାରଙ୍କୁ ପୁରିଲା ଦୁଇବର୍ଷ । ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ବିଜେପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ମାଝୀ । ଦୁଇ ପୂର୍ତ୍ତି ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ନିଜର ଉପଲବ୍ଧି ବଖାଣିଛନ୍ତି ମୋହନ ମାଝି । ଗତ ଦୁଇବର୍ଷ ମଧ୍ୟରେ ୧୨୧ଟି ନୂଆ ଯୋଜନା ଆରମ୍ଭ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହା ସହ ଆଗାମୀ ଦିନରେ ନୂଆ ଯୋଜନା ବିଷୟରେ କହିଛନ୍ତି […]

Continue reading
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ଶୁଭାରମ୍ଭ କଲେ ମୋହନ ସରକାର , ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ ଶୁଭାରମ୍ଭ କଲେ ମୋହନ ସରକାର , ପ୍ରତି ବ୍ୟକ୍ତିଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଏହି ଯୋଜନାରେ ନିଶୁଳ୍କ ଆକାରରେ ମିଳିବ

ଓଡ଼ିଶାର କୌଣସି ପରିବାର ଭୋକରେ ରହିବେ ନାହିଁ । କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ । କୌଣସି ବୟୋଜ୍ୟଷ୍ଠ ଅନ୍ନ ଅଭାବରୁ କଷ୍ଟ ପାଇବେ ନାହିଁ । ଏହି ମହାନ୍ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଜନକଲ୍ୟାଣକାରୀ ଯୋଜନା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ କହିଛନ୍ତି । ଭୁବନେଶ୍ୱର ୟୁନିଟ୍-୩, ଇଡ୍‌କୋ […]

Continue reading