ଭାରତର ବଢୁଥିବା ଇନୋଭେସନ ଓ ଟେକ୍ନୋଲୋଜି କ୍ଷମତାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବାକୁ ଥିବା ‘ଭାରତ ଇନୋଭେଟ୍ସ’ ଆନ୍ତର୍ଜାତୀୟ ପ୍ରଦର୍ଶନୀ ପୂର୍ବରୁ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ରଣନୀତିକ ଦସ୍ତାବିଜ୍କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ଭାରତ ଇନୋଭେଟ୍ସ’ କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ବିଶ୍ୱ ସମ୍ମୁଖରେ ଭାରତର ଅଭିନବ ସୃଜନଶକ୍ତିର […]
Continue readingMonthly Archives: June 2026
ଆମେରିକା-ଇରାନ ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ
ପଶ୍ଚିମ ଏସିଆ (ମଧ୍ୟ ପ୍ରାଚ୍ୟ) ବର୍ତ୍ତମାନ ପୁଣି ଏକ ଯୁଦ୍ଧ ସ୍ଥିତିରେ ପହଞ୍ଚିଛି। ଆମେରିକା ଏବଂ ଇରାନ ମଧ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଚାଲିଥିବା କ୍ଷେପଣାସ୍ତ୍ର ମାଡ଼ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ନିକଟତର କରିଦେଇଛି। ଏହି ସଂଘର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାଂଘାତିକ ବୟାନ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଇରାନକୁ ଏକ ବଡ଼ ଧମକ ଦେଇ କହିଛନ୍ତି ଯେ, ଇରାନ […]
Continue readingସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ଓ ଭାରତୀୟ ନାରୀର ସଂଘର୍ଷ
ଭାରତୀୟ ସମାଜରେ ଜଣେ ମହିଳା କେବଳ ଏକ ପରିବାରର ସଦସ୍ୟ ନୁହଁନ୍ତି, ବରଂ ସେ ହେଉଛନ୍ତି ସେହି ପରିବାରର ମେରୁଦଣ୍ଡ। ସକାଳୁ ସମସ୍ତେ ଶୋଇବା ପୂର୍ବରୁ ତାଙ୍କର ଦିନ ଆରମ୍ଭ ହୁଏ ଏବଂ ରାତିରେ ସମସ୍ତେ ଶୋଇବା ପରେ ତାଙ୍କ କାମ ସରେ। ବିନା କୌଣସି ଛୁଟି, ଦରମା ବା ଅଭିଯୋଗରେ ସେ ବର୍ଷ ବର୍ଷ ଧରି ପରିବାର ପାଇଁ ନିଜକୁ ସମର୍ପିତ କରିଦିଅନ୍ତି। ଗୃହିଣୀମାନଙ୍କର ଏହି ଅଦୃଶ୍ୟ ପରିଶ୍ରମ ଓ ସେବାକୁ ଏକ ବଡ଼ ସ୍ୱୀକୃତି […]
Continue readingନୀତି ଆୟୋଗର ୧୧ତମ ଶାସନ ପରିଷଦ ବୈଠକ: ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ନେଇ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ନୀତି ଆୟୋଗର ୧୧ତମ ଶାସନ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସାମଗ୍ରିକ ବିକାଶ, ମାନବ ସମ୍ପଦ ସଶକ୍ତିକରଣ ଓ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ନେଇ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଦୃଷ୍ଟିକୋଣ ଫଳରେ ପୂର୍ବ ଭାରତ ଦେଶର ନୂତନ ବିକାଶ କେନ୍ଦ୍ରରେ ପରିଣତ ହେଉଥିବା ବେଳେ ଓଡ଼ିଶା ଏହାର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫-୨୬ […]
Continue readingଦେଶର ମୋଟ ରପ୍ତାନି ୮୬୩ ବିଲିୟନ ଆମେରିକୀୟ ଡଲାରର ଐତିହାସିକ ସ୍ତରରେ ପହଞ୍ଚିଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗତ ୧୨ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ରୂପେ ଉଭା ହୋଇଛି । ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ବାଣିଜ୍ୟ ବିଭାଗ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ୍ ଫର୍ ଲୋକାଲ’ ଏବଂ ‘ଲୋକାଲ ଟୁ ଗ୍ଲୋବାଲ୍’ ସଂକଳ୍ପକୁ ସାକାର କରିବା ଲାଗି ସକ୍ରିୟ ରୂପେ କାର୍ଯ୍ୟ କରୁଛି । ଦେଶରେ ଉତ୍ପାଦିତ ସାମଗ୍ରୀକୁ ବିଶ୍ୱ ବଜାରରେ ପହଞ୍ଚାଇବା ଲାଗି ବିଭାଗ ପକ୍ଷରୁ ନିରନ୍ତର […]
Continue reading୩୦ ଜୁନ ୨୦୨୬ରେ କାଗଜ ନୋଟ୍ ହଟାଇ ତା ସ୍ଥାନରେ ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନକୁ ଆଣିବାକୁ ଯାଉଥିବା ଦାବି କୁ ଅମାନ୍ୟ କଲେ କେନ୍ଦ୍ର ସରକାର
ଭାରତ ସରକାର ଇଣ୍ଟରନେଟ୍ ମିଡିଆରେ ପ୍ରସାର ହେଉଥିବା ସେହି ସବୁ ଖବରକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଚଳିତମାସ ଶେଷ ସୁଦ୍ଧା ସବୁ କାଗଜ ନୋଟ ହଟାଇ ଦେଶରେ ପ୍ଲାଷ୍ଟିକ ନୋଟ୍ ପ୍ରଚଳନ କରିବେ ବୋଲି ଦାବି କରାଯାଉଛି। ସରକାର ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏପରି କୌଣସି ନିର୍ଦ୍ଦେଶ ଜାରି କରି ନାହାନ୍ତି ଓ କାଗଜ ମୁଦ୍ରା ପୂର୍ବବତ୍ ପ୍ରଚଳନରେ ରହିବ। ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଫ୍ୟାକ୍ଟ ଚେକ୍ […]
Continue readingଦେଶର ଲୋକଙ୍କ ବିଶ୍ୱାସକୁ ଦୃଢ଼ କରିଛି – ପ୍ରଧାନମନ୍ତ୍ରୀ ମୋଦୀ
କେନ୍ଦ୍ର କ୍ୟାବିନେଟ ଜୁନ୍ ୧୦, ୨୦୨୬କୁ ଭାରତୀୟ ଗଣତନ୍ତ୍ରର ଯାତ୍ରାରେ ଏକ ଐତିହାସିକ ମାଇଲଖୁଣ୍ଟ ଭାବରେ ଗ୍ରହଣ କରି ଏକ ପ୍ରସ୍ତାବ ଗ୍ରହଣ କରିଛି, ଯେଉଁଥିରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସବୁଠାରୁ ଦୀର୍ଘକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବା ପାଇଁ ଅଭିନନ୍ଦନ ଜଣାଯାଇଛି। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଲଗାତର ୪,୩୯୯ ଦିନ ସେବା କରିବାର ରେକର୍ଡ ସ୍ଥାପନ କରି, ସେ ଶ୍ରୀ ଜବାହରଲାଲ ନେହେରୁଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରିଛନ୍ତି, ଯିଏ ୧୯୫୨ ରୁ ୧୯୬୪ ପର୍ଯ୍ୟନ୍ତ […]
Continue readingରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର କାର୍ଯ୍ୟକ୍ରମ ପାଇଁ ସୁରକ୍ଷା
ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଳ ଓ ଫଙ୍କସନ୍ ସାଇଟ୍କୁ ନୋ ଡ୍ରୋନ୍ ଜୋନ୍ ବା ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲାଦଣ୍ଡାଧୀଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପତ୍ରରେ କୁହାଯାଇଛି ଯେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯିବା ଏହି ସମୟରେ […]
Continue readingନରେନ୍ଦ୍ର ମୋଦିଙ୍କ ଶାସନର ୧୨ ବର୍ଷ ପୂର୍ତ୍ତି: ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭାରତୀୟ ଗଣତନ୍ତ୍ରର ଇତିହାସରେ ଆଜି ଏକ ନୂଆ କୀର୍ତ୍ତିମାନ ସ୍ଥାପନ ହୋଇଛି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ନିରନ୍ତର କାର୍ଯ୍ୟ କରିଥିବା ନିର୍ବାଚିତ ଶାସନ ମୁଖ୍ୟ ହେବାର ଅନନ୍ୟ ଗୌରବ ଅର୍ଜନ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଭାବେ ସେ କ୍ରମାଗତ ୧୨ ବର୍ଷ ବା 4399 ଦିନ ପୂରଣ କରିଥିବା ବେଳେ ତାଙ୍କ ନେତୃତ୍ୱାଧୀନ ସରକାର ଏବେ ୧୩ ବର୍ଷରେ ଅଗ୍ରସର ହେଉଛନ୍ତି। ଏହି ଐତିହାସିକ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]
Continue readingବିଶ୍ୱର ୩ଟି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟକୁ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମଞ୍ଜୁରୀ
ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଆନ୍ତର୍ଜାତୀୟକରଣ ଦିଗରେ ଏକ ଐତିହାସିକ ସଫଳତା ମିଳିଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱର ତିନୋଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ଯଥା ୟୁନିଭର୍ସିଟି ଅଫ୍ ୟର୍କ, ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲ, ୟୁକେ ଏବଂ ୟୁନିଭର୍ସିଟି ଅଫ୍ ନ୍ୟୁ ସାଉଥ୍ ୱେଲ୍ସ, ଅଷ୍ଟ୍ରେଲିଆକୁ ଭାରତରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଆନୁଷ୍ଠାନିକ ଭାବେ ‘ଲେଟର ଅଫ୍ ଆପ୍ରୁଭାଲ୍’ ହସ୍ତାନ୍ତର କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର […]
Continue reading









