ଢେଙ୍କାନାଳ ଜିଲ୍ଲାର ଆଇଜିଆଇଟି ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ ଜିଲ୍ଲାର ଆଇଜିଆଇଟି ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆଇଜିଆଇଟି), ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା […]

Continue reading
ଦୁଇବର୍ଷ ତଳେ ଓଡ଼ିଶାରୁ କ୍ଷମତାଚ୍ୟୁତ ହୋଇଥିଲା ବିଜେଡି

ଦୁଇବର୍ଷ ତଳେ ଓଡ଼ିଶାରୁ କ୍ଷମତାଚ୍ୟୁତ ହୋଇଥିଲା ବିଜେଡି

ଭାଙ୍ଗିଥିଲା ବିଜେଡିର ୨୪ ବର୍ଷର ଗଡ଼, ଉଡ଼ିଥିଲା ବିଜେପିର ବିଜୟ ବାନା! ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ଐତିହାସିକ ପରିବର୍ତ୍ତନକୁ ଆଜି ଦୁଇ ବର୍ଷ ପୂରିଛି। ଦୁଇ ବର୍ଷ ତଳେ ଠିକ୍ ଏହି ସମୟରେ ଓଡ଼ିଶାର ସାଙ୍ଗଠନିକ ଏବଂ ପ୍ରଶାସନିକ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଅପରାଜେୟ ରହିଆସିଥିବା ବିଜୁ ଜନତା ଦଳ (BJD) କ୍ଷମତାଚ୍ୟୁତ ହୋଇଥିବା ବେଳେ, ସମସ୍ତ ପଲିଟିକାଲ ଗଣିତକୁ ଓଲଟପାଲଟ କରି ଭାରତୀୟ ଜନତା ପାର୍ଟି […]

Continue reading
ପୁରୀରେ ‘ବ୍ରିକ୍ସ’ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ପୁରୀରେ ‘ବ୍ରିକ୍ସ’ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ଓଡ଼ିଶାର ପବିତ୍ର ବେଳାଭୂମି ସହର ପୁରୀରେ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତୀୟ ବ୍ରିକ୍ସ (BRICS) ସମ୍ମିଳନୀ ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉଚ୍ଚସ୍ତରୀୟ ବୈଷୟିକ ଅଧିବେଶନର ଶେଷ ଦିନରେ ବିଶ୍ୱବ୍ୟାପୀ ବଢ଼ୁଥିବା ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବଡ଼ ରଣନୀତି ପ୍ରସ୍ତୁତ ହୋଇଛି। ବିପର୍ଯ୍ୟୟର କୌଣସି ଭୌଗୋଳିକ ସୀମା ନଥିବାରୁ, ଏକାଠି ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମିଳନୀରେ ସାମିଲ ୧୧ଟି ଯାକ […]

Continue reading
ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି

ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି

ରାଜ୍ୟସଭା ନିର୍ବାଚନକୁ ନେଇ ଗୁରୁବାର ପ୍ରାର୍ଥୀକୁ ଘୋଷଣା କରିଛି ବିଜେପି। ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦେବାଶିଷ ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡିଥିଲା। ୨୦୨୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ। ତାଙ୍କ କାର୍ଯ୍ୟକାଳ ୨୦୩୦ ଏପ୍ରିଲ ୩ ତାରିଖରେ ଶେଷ […]

Continue reading
GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସୌମ୍ୟଙ୍କ ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC

GRP କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସୌମ୍ୟଙ୍କ ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC

ବହୁ ଚର୍ଚ୍ଚିତ ଜିଆରପି କନଷ୍ଟେବଲ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ଜାତୀୟ ମାନବାଧିକାର କମିଶନ (NHRC) ଙ୍କ ସ୍ପେଶାଲ ଟିମ୍ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡ୍‌ରେ ରହିଛି। ଗତକାଲି ବାଲିଅନ୍ତାର କ୍ରାଇମ ସ୍ପଟ୍, ଅଡ଼ଶପୁରରେ ସୌମ୍ୟଙ୍କ ଜିମ୍ ଏବଂ ମଉଜପୁରରେ ପରିବାର ଲୋକଙ୍କୁ ଭେଟିବା ପରେ ଆଜି ସକାଳ ୮ଟାରୁ ପୁଣି ଥରେ କମିଶନଙ୍କ କ୍ୟାମ୍ପ କୋର୍ଟରେ ଜେରା ପ୍ରକ୍ରିୟା ଜୋର୍‌ଦାର ହୋଇଛି। ଘଟଣା ସହ ଜଡ଼ିତ ପ୍ରତ୍ୟେକ ଛୋଟ ବଡ଼ ଦିଗକୁ ଉଜାଗର କରିବା […]

Continue reading
ଭାଙ୍ଗିଯିବ କି ଟିଏମ୍‌ସି?

ଭାଙ୍ଗିଯିବ କି ଟିଏମ୍‌ସି?

ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କ୍ଷମତା କରିଡର ‘ନବାନ୍ନ’ରୁ ଆସିଛି ସବୁଠାରୁ ବଡ଼ ରାଜନୈତିକ ଖବର, ଯାହା ତୃଣମୂଳ କଂଗ୍ରେସ (TMC) ର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଟିଏମ୍‌ସି ଭିତରେ ଆରମ୍ଭ ହୋଇଥିବା ହାଇ-ଭୋଲ୍ଟେଜ୍ ଡ୍ରାମା ଏବେ ସହଜରେ ଶେଷ ହେବା ଭଳି ମନେ ହେଉନାହିଁ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟ ‘ନବାନ୍ନ’ଠାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ସମୀକ୍ଷା ବୈଠକକୁ ନେଇ ପୂର୍ବରୁ ଯେଉଁ ସନ୍ଦେହ କରାଯାଉଥିଲା, ତାହା ଏବେ ସତ ପ୍ରମାଣିତ ହୋଇଛି। ପ୍ରଥମେ […]

Continue reading
ଓଡ଼ିଶା ବିକାଶର ନୂଆ ଲାଇଫ୍‌ଲାଇନ୍ ‘କୋଷ୍ଟାଲ ହାଇୱେ’: ବଦଳିବ ଉପକୂଳ ଅର୍ଥନୀତିର ଚେହେରା

ଓଡ଼ିଶା ବିକାଶର ନୂଆ ଲାଇଫ୍‌ଲାଇନ୍ ‘କୋଷ୍ଟାଲ ହାଇୱେ’: ବଦଳିବ ଉପକୂଳ ଅର୍ଥନୀତିର ଚେହେରା

ଓଡ଼ିଶାର ସାମୁଦ୍ରିକ ସମୃଦ୍ଧି ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଏନଏଚ୍-୯୦ (NH-90) ଅଧୀନରେ ରାମେଶ୍ୱରରୁ କୋଣାର୍କ ଦେଇ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୧୬୦ କିଲୋମିଟର ଲମ୍ବର ଗ୍ରୀନଫିଲ୍ଡ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ବିଧିବଦ୍ଧ ମଞ୍ଜୁରୀ ପ୍ରଦାନ କରିଛନ୍ତି। ₹୮,୩୦୦ କୋଟିରୁ ଅଧିକ ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ଏହି ମେଗା ପ୍ରକଳ୍ପ ଓଡ଼ିଶାର ବିକାଶ କ୍ଷେତ୍ରରେ ଏକ ‘ଗେମ୍-ଚେଞ୍ଜର’ ହେବ । ଏହି […]

Continue reading
ଓଡ଼ିଶା ପାଇଁ କେନ୍ଦ୍ରର ମେଗା ଭେଟି: ୮,୩୦୦ କୋଟିର ‘କୋଷ୍ଟାଲ ହାଇୱେ’ ପ୍ରକଳ୍ପକୁ ମଞ୍ଜୁରି; ରାମେଶ୍ୱରରୁ ପାରାଦୀପ ଯାଏଁ ନିର୍ମାଣ ହେବ ୧୬୦ କିମି ଗ୍ରୀନଫିଲ୍ଡ ରୋଡ୍‌!

ଓଡ଼ିଶା ପାଇଁ କେନ୍ଦ୍ରର ମେଗା ଭେଟି: ୮,୩୦୦ କୋଟିର ‘କୋଷ୍ଟାଲ ହାଇୱେ’ ପ୍ରକଳ୍ପକୁ ମଞ୍ଜୁରି; ରାମେଶ୍ୱରରୁ ପାରାଦୀପ ଯାଏଁ ନିର୍ମାଣ ହେବ ୧୬୦ କିମି ଗ୍ରୀନଫିଲ୍ଡ ରୋଡ୍‌!

ଓଡ଼ିଶାର ଭିତ୍ତିଭୂମି ଏବଂ ପ୍ରଗତି ପାଇଁ କେନ୍ଦ୍ର ସରକାର ଏକ ବଡ଼ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ‘କୋଷ୍ଟାଲ ହାଇୱେ’ (ଉପକୂଳ ରାଜପଥ) ପ୍ରକଳ୍ପକୁ ଗ୍ରୀନ୍ ସିଗନାଲ୍ ମିଳିଛି। ଏନଏଚ୍-୯୦ (NH-90) ଅଧୀନରେ ପ୍ରାୟ ୧୬୦.୧୮ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଗ୍ରୀନଫିଲ୍ଡ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୮ ହଜାର ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି […]

Continue reading
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର: କ୍ରୋଏସିଆରୁ ଅପରେଟ୍ ହେଉଛି ଆଇପି, କଡ଼ା ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ!

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର: କ୍ରୋଏସିଆରୁ ଅପରେଟ୍ ହେଉଛି ଆଇପି, କଡ଼ା ସ୍ପଷ୍ଟୀକରଣ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ!

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସୋସିଆଲ ମିଡିଆରେ ଚାଲିଥିବା ମିଥ୍ୟା ଓ ବିଭ୍ରାନ୍ତିକର ଅପପ୍ରଚାର ଉପରୁ ପରଦା ହଟାଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କେନ୍ଦ୍ରମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏକ ସୁଚିନ୍ତିତ ରଣନୀତି ଅନୁଯାୟୀ ଏଭଳି ହୀନ ପ୍ରୟାସ କରାଯାଉଥିବା ନେଇ ଆଇନ ମନ୍ତ୍ରୀ ଏବଂ ଦଳର ଅନ୍ୟ ବରିଷ୍ଠ ନେତାମାନେ ପ୍ରେସ୍ ମିଟ୍ କରି ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ […]

Continue reading
ଆଇନର କୋହଳତା ନା ଅପରାଧୀଙ୍କ ବେପରୁଆ ଭାବ? କାହିଁକି ବଢ଼ୁଛି ଅପରାଧ

ଆଇନର କୋହଳତା ନା ଅପରାଧୀଙ୍କ ବେପରୁଆ ଭାବ? କାହିଁକି ବଢ଼ୁଛି ଅପରାଧ

ଆମର ଏକ ଗଣତନ୍ତ୍ର ଅଛି, ତେଣୁ ସମସ୍ତେ ଦଣ୍ଡ ବିଧାନକୁ ହାଲୁକା ଭାବରେ ନିଅନ୍ତି। କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଆର୍‌ ନଟରାଜ୍‌ ଏକ ମାମଲାର ଶୁଣାଣି ସମୟରେ ମୌଖିକ ଭାବରେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟ ସହିତ, ହାଇକୋର୍ଟ ଜଣେ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଛାତ୍ରଙ୍କ ଜାମିନ ଆବେଦନର ଶୁଣାଣି କରି ବିଚାରପତି କହିଛନ୍ତି ଯେ, ଆଇନ ଏବେ ଦନ୍ତହୀନ ହୋଇଯାଇଛି। କାରଣ ଆମେ ଅପରାଧୀଙ୍କ […]

Continue reading